BSE Odisha Class 9 Physical Science Chapter 1 MCQs | Odia Medium Class 9 Physical Science Chapter 1 MCQs
| Feature | Details |
| Board | BSE Odisha (Board of Secondary Education) |
| Class | Class 9 (IX) |
| Subject | Physical Science (ଭୌତିକ ବିଜ୍ଞାନ) |
| Chapter Number | Chapter 1 |
| Chapter Name (Odia) | ଆମ ଚତୁଃପାର୍ଶ୍ୱରେ ଥିବା ପଦାର୍ଥ (Ama Chaturparshware Thiba Padartha) |
| Chapter Name (English) | Matter in Our Surroundings |
| Medium | Odia Medium |
| Content Type | Multiple choice questions (MCQs) |
ଚାରିଗୋଟି ସମ୍ଭାବ୍ୟ ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।
1. କେଉଁଟି ପଞ୍ଚତତ୍ତ୍ଵର ଅଂଶ ନୁହେଁ ?
(A) ମାଟି
(B) ଜଳ
(C) ଅଗ୍ନି
(D) ଚନ୍ଦ୍ର
Answer:
(D) ଚନ୍ଦ୍ର
2. ନିମ୍ନଲିଖିତ ମଧ୍ୟରୁ କେଉଁଟି ଏକ ପଦାର୍ଥ ନୁହେଁ ?
(A) କାଠ
(B) ବାୟୁ
(C) ଗନ୍ଧ
(D) m
Answer:
(C) ଗନ୍ଧ
3. ନିମ୍ନୋକ୍ତ କାହା ମଧ୍ୟରେ ଗ୍ୟାସ୍ର ବିସରଣ ଅଧ୍ଵକ ହେବ ?
(A) ଲୁହା
(B) ବାୟୁ
(C) ଜଳ
(D) ବରଫ
Answer:
(B) ବାୟୁ
4. ନିମ୍ନସ୍ଥ ମଧ୍ୟରୁ କେଉଁଟି ଏକ କଠିନ ପଦାର୍ଥ ନୁହେଁ ?
(A) ସ୍ଵ ଞ୍ଜ
(B) ପାରଦ
(C) ରବର ବ୍ୟାଣ୍ଡ
(D) ଚିନି
Answer:
(B) ପାରଦ
5. ତରଳ ପଦାର୍ଥକୁ କ’ଣ କୁହାଯାଏ ?
(A) ସଂବହୀ
(B) କୁବହୀ
(C) ପ୍ରବହୀ
(D) ସୁବହୀ
Answer:
(C) ପ୍ରବହୀ
6. ପଦାର୍ଥର ଅବସ୍ଥା ପରିବର୍ତ୍ତନ ପାଇଁ ବ୍ୟବହୃତ ତାପକୁ କ’ଣ କୁହାଯାଏ ?
(A) ସୁପ୍ତତାପ
(B) ଗୁପ୍ତତାପ
(C) ସ୍ଵଳ୍ପତାପ
(D) ତାପମାତ୍ରା
Answer:
(B) ଗୁପ୍ତତାପ
7. ଜଳର ସ୍କୁଟନାଙ୍କ କେତେ
(A) –273K
(B) 173K
(C) 273K
(D) 373 K
Answer:
(D) 373 K
8. ନିମ୍ନସ୍ଥ ମଧ୍ୟରୁ କେଉଁଟି ଏକ ଊର୍ଷ୍ଟପାତୀ ପଦାର୍ଥ ?
(A) ଜଳ
(B) ମହମ
(C) କର୍ପୂର
(D) ଚିନି
Answer:
(C) କର୍ପୂର
9. ବାଷ୍ପୀଭବନକୁ ପ୍ରଭାବିତ କରୁଥିବା କେଉଁଟି ଏକ କାରକ ନୁହେଁ ?
(A) ଚାପ ବୃଦ୍ଧି
(B) ପବନର ବେଗ ବୃଦ୍ଧି
(C) ଆର୍ଦ୍ରତା ହ୍ରାସ
(D) ତାପମାତ୍ରା ବୃଦ୍ଧି
Answer:
(A) ଚାପ ବୃଦ୍ଧି
10. ପଦାର୍ଥର କେଉଁ ଅବସ୍ଥା ଅତି ଶକ୍ତି ଶାଳୀ ଓ
(A) କଠିନ
(C) ଗ୍ୟାସୀୟ
(B) ତରଳ
(D) ପ୍ଲାଜ୍
Answer:
(D) ପ୍ଲାଜ୍
11. ନିମ୍ନୋକ୍ତ ମଧ୍ଯରୁ କେଉଁ ଗ୍ୟାସ୍ରୁ ଶୁଷ୍କ ବରଫ ପ୍ରସ୍ତୁତ କରାଯାଏ ?
(A) ଅମ୍ଳଜାନ
(B) ଉଦ୍ଜାନ
(C) ଅଙ୍ଗାରକାମ୍ଳ
(D) ଏମୋନି ଆ
Answer:
(C) ଅଙ୍ଗାରକାମ୍ଳ
12. ରୋଷେଇ ପାଇଁ ବ୍ୟବହୃତ ପେଟ୍ରୋଲିୟମ୍ ଗ୍ୟାସ୍ କେଉଁ ଅବସ୍ଥାରେ ଥାଏ ?
(A) କଠିନ
(C) ଗ୍ୟାସୀୟ
(B) ତରଳ
(D) ପ୍ଲାଜ୍ମା
Answer:
(B) ତରଳ
13. ବରଫ ତରଳିବା ବେଳେ ତାହାର କ’ଣ ପରିବର୍ତ୍ତନ ହୁଏ ନାହିଁ ?
(A) ଆକାର
(B) ଆକୃତି
(C) ତାପମାତ୍ରା
(D) ସାନ୍ଦ୍ରତା
Answer:
(C) ତାପମାତ୍ରା
14. ନଖରୁ ପଲିସ୍ ଛଡ଼ାଇବା ପାଇଁ କ’ଣ ବ୍ୟବହୃତ ହୁଏ ?
(A) ମିଥାନଲ୍
(B) ଭିନେଗାର୍
(C) ଏସିଟୋନ୍
(D) ତରଳ ଏମୋନିଆ
Answer:
(C) ଏସିଟୋନ୍
15. ଟୋପାଏ ମହୁ ଜଳରେ ସମ ଭାବରେ ମିଶିବାପାଇଁ କେତେ ସମୟ ଲାଗିବ ?
(A) 2ରୁ 3 ସେକେଣ୍ଡ
(B) 2ରୁ 3 ମିନିଟ୍
(C) 2ରୁ 3 ଘଣ୍ଟା।
(D) 2ରୁ 3 ବିନ।
Answer:
(D) 2ରୁ 3 ବିନ।
16. ପ୍ରତିଦୀପ୍ତ ନଳୀରେ କେଉଁ ଗ୍ୟାସ୍ ରହିଥାଏ ?
(A) ଉଦ୍ଜାନ
(C) ହିଲିୟମ୍
(B) ଆରଗନ୍
(D) ଯବକ୍ଷାରଜାନ
Answer:
(C) ହିଲିୟମ୍
17. ନିମ୍ନୋକ୍ତ କେଉଁ ପଦାର୍ଥରେ ଦୃଢ଼ ଆନ୍ତଃଆଣବିକ ବଳ ରହିଥାଏ ?
(A) ଜଳ
(C) ସୁରାସାର
(B) ଚିନି
(D) ଅଙ୍ଗାରକାମ୍ଳ
Answer:
(B) ଚିନି
18. ଭାରତୀୟ ଦାର୍ଶନିକମାନଙ୍କ ମତରେ ପ୍ରତ୍ୟେକ ପଦାର୍ଥ କେତୋଟି ମୌଳିକକୁ ନେଇ ଗଠିତ ?
(A) 3
(B) 4
(C) 5
(D) 6
Answer:
(C) 5
19. ତରଳର ସାନ୍ଦ୍ରତା ଅଧିକ ହେଲେ କ’ଣ ହୁଏ ?
(A) ପ୍ଲାଷ୍ଟିକ୍
(B) କଠିନ
(C) ରବର
(D) ସଞ୍ଜ୍
Answer:
(B) କଠିନ
20. ନିମ୍ନୋକ୍ତ କେଉଁ ପଦାର୍ଥ ଗୋଟିଏ ପାତ୍ର କୁ ସଂପୂର୍ଣ୍ଣରୂପେ ପୂର୍ଣ୍ଣ କରିଦିଏ ?
(A) ଧୂଆଁ
(C) ମାଟି
(B) ଜଳ
(D) କାଚ
Answer:
(A) ଧୂଆଁ
21. ବାଷ୍ପୀଭବନ ଏକ କି ପ୍ରକାର ପରିଘଟଣା ?
(A) ଚାପ
(B) ଅପନଭିତ୍ତିକ
(C) ପୃଷ୍ଠଭିଭିକ
(D) ଆୟତନଭିଭିକ
Answer:
(C) ପୃଷ୍ଠଭିଭିକ
22. ଅଣୁ-ଅଣୁ ମଧ୍ୟରେ ଆକର୍ଷଣ ବଳ କେଉଁପରି ପଦାର୍ଥ କ୍ଷେତ୍ରରେ ସର୍ବାଧିକ ?
(A) କଠିନ
(B) ତରଳ
(C) ଗ୍ୟାସୀୟ
(D) ପ୍ଲାଜ୍ମା
Answer:
(A) କଠିନ
23. ତରଳ ପଦାର୍ଥର ବାଷ୍ପୀଭବନ କ’ଣ ସୃଷ୍ଟିକରେ ?
(A) ଉଚ୍ଚତାପ
(B) ଉଚ୍ଚଚାପ
(C) ଶୁଷ୍କତା
(D) ଆର୍ଦ୍ରତା
Answer:
(D) ଆର୍ଦ୍ରତା