1. ଅନେକେ ଭାରତ-ଜାତୀୟତା ଏକାବେଳକେ କ’ଣ ବୋଲି ଭାବି ହତାଶ ହେଉଛନ୍ତି?
(A) ଅସମ୍ଭବ
(B) ଅଜଣା
(C) ଅବିଚାର
(D) ଅମୂଳକ
2. କେହି ନିଜ ଭିତରକୁ ଚାହିଁ ଜାତୀୟତା ପାଇଁ କ’ଣ ମନ୍ଥୁଛନ୍ତି?
(A) ପ୍ରାଚୀନ ପରମ୍ପରା
(B) ପ୍ରାଚୀନ ସଂସ୍କୃତି
(C) ପ୍ରାଚୀନ ସଭ୍ୟତା
(D) ପ୍ରାଚୀନ ଗ୍ରନ୍ଥରାଜି
3. ପ୍ରକୃତରେ ଏ ଜାତୀୟ ସମସ୍ୟା ଭାରତ ପକ୍ଷେ କ’ଣ?
(A) ବିତର୍କର ବିଷୟ
(B) ବଡ଼ ଗୁରୁତର
(C) ସମାଧାନ ବିହୀନ
(D) ଅଚିନ୍ତନୀୟ
4. ଗୋଟିଏ ଗୋଟିଏ ପ୍ରଦେଶ ବନ ଜଙ୍ଗଲ ନଦୀ ଆଦି କି ପ୍ରକାର ସୀମାଦ୍ୱାରା ଆବଦ୍ଧ ଥିଲା?
(A) ସ୍ୱାଭାବିକ
(B) ପରିକଳ୍ପିତ
(C) ଭୌଗୋଳିକ
(D) ନିର୍ଦ୍ଧାରିତ
5. ଆଜି ଭାରତରେ କେଉଁ ସ୍ୱାତନ୍ତ୍ର୍ୟ କ୍ରମେ ନଷ୍ଟ ହୋଇ ଯାଉଅଛି?
(A) ସାଂସ୍କୃତିକ
(B) ମୌଳିକ
(C) ବୈଷୟିକ
(D) ପ୍ରାଦେଶିକ
6. ଟିକିଏ ତଳେଇ ଦେଖିଲେ, ଭାବ ଓ ସଭ୍ୟତାର ମୂଳରେ କ’ଣ ରହିଥିବାର ଦେଖାଯିବ?
(A) ଭାଷା
(B) ପରମ୍ପରା
(C) ଚିନ୍ତାଧାରା
(D) ସ୍ୱାତନ୍ତ୍ର୍ୟ
7. କେଉଁ ଭାଷା ସ୍ୱୀକାର ନ କରିବା ଯାଏ, କାହାରିକୁ ଯୁକ୍ତରାଷ୍ଟ୍ରରେ ପ୍ରଜାର ଅଧିକାର ଦିଆଯାଏ ନାହିଁ?
(A) ଜର୍ମାନ୍
(B) ପର୍ତ୍ତୁଗୀଜ୍
(C) ପ୍ରାଦେଶିକ
(D) ଇଂରାଜୀ
8. ନାନାବିଧ ଲୋକଙ୍କ ମଧ୍ୟରେ ଏକତା ରକ୍ଷା କରିବାକୁ ହେଲେ ସମସ୍ତଙ୍କୁ କ’ଣ ଗ୍ରହଣ କରିବାକୁ ହେବ?
(A) ସେହି ଦେଶର ଭାଷା
(B) ସେହି ଦେଶର ସଂସ୍କୃତି
(C) ସେହି ଦେଶର ପରମ୍ପରା
(D) ସେହି ଦେଶର ଭାବ
9. ଭାବ ଓ ସଭ୍ୟତାର ମୂଳରେ କ’ଣ ରହିଛି?
(A) ଭାଷା
(B) ସଂସ୍କୃତି
(C) ଜାତି
(D) ଜାତୀୟତା
10. କାହା ସଙ୍ଗରେ ଆର୍ଯ୍ୟର ସଂଘର୍ଷ ହେଲା?
(A) ମଙ୍ଗୋଲୀୟ
(B) ଦ୍ରାବିଡ଼
(C) ତିବ୍ବତୀୟ
(D) ନିଗ୍ରିଟୋ
11. ଭାରତ-ଜାତୀୟତା ପ୍ରତିଷ୍ଠା ପାଇଁ କେହି କେବଳ ଅତୀତ ଆଡ଼କୁ ଚାହିଁ ଅଛନ୍ତି କାହିଁକି?
(A) ନିର୍ଦ୍ଦିଷ୍ଟ ତଥ୍ୟ ପାଇବାଲାଗି
(B) ଅତୀତ ଜାତୀୟତା ବିଷୟରେ ଜାଣିବାଲାଗି
(C) ପ୍ରେରଣା ପାଇବା ଲାଗି
(D) ଅତୀତର ଘଟଣାବଳୀ ଜାଣିବାଲାଗି
12. ଭାଷାର ଏକତା ଥିଲେ କ’ଣ ସୁନିଶ୍ଚିତ ହେବ?
(A) ଭାବର ଏକତା
(B) ସଂସ୍କୃତିର ଏକତା
(C) ଜାତିର ଏକତା
(D) ଚିନ୍ତାଧାରାର ଏକତା
13. ଯୁକ୍ତରାଷ୍ଟ୍ରର ସମସ୍ତେ କେଉଁ ଭାଷାକୁ ରାଜ୍ୟର ଭାଷା ରୂପେ ଗ୍ରହଣ କରୁଛନ୍ତି?
(A) ହିନ୍ଦୀ
(B) ଜର୍ମାନ୍
(C) ଇଂରାଜୀ
(D) ଆରବୀ
14. ‘ଭାଷା ଓ ଜାତୀୟତା’ ପ୍ରବନ୍ଧର ପ୍ରାବନ୍ଧିକଙ୍କ ନାମ କ’ଣ?
(A) ଗୋପବନ୍ଧୁ ଦାସ
(B) ଗୋଦାବରୀଶ ମହାପାତ୍ର
(C) ଗୋଲୋକ ବିହାରୀ ଧଳ
(D) ମଧୁସୂଦନ ଦାସ
15. ଆଜି ସମସ୍ତେ କେଉଁଥିପାଇଁ ବ୍ୟାକୁଳ?
(A) ଭାରତୀୟ ଜାତୀୟତା
(B) ଉତ୍କଳୀୟ ଜାତୀୟତା
(C) ପ୍ରାଦେଶିକ ଜାତୀୟତା
(D) ସାଂସ୍କୃତିକ ଜାତୀୟତା
16. କେଉଁ ଭାଷା ଭାରତରେ ବହୁଳ ସ୍ୱାତନ୍ତ୍ର୍ୟ ମଧ୍ୟରେ ସୁନ୍ଦର ସୁଦୃଢ଼ ଏକତା ରଖିଲା ଓ ଆଜିଯାଏ ରଖିଛି?
(A) ହିନ୍ଦୀ ଭାଷା
(B) ସଂସ୍କୃତ ଭାଷା
(C) ବଙ୍ଗଳା ଭାଷା
(D) ତେଲୁଗୁ ଭାଷା
17. ଭାରତରେ ଅନେକ ପ୍ରଦେଶ, ପ୍ରତି ପ୍ରଦେଶରେ ପୁଣି କେଉଁ ପ୍ରକାର ପାର୍ଥକ୍ୟ ରହିଛି?
(A) ସଂସ୍କୃତିଗତ
(B) ଭାବଗତ
(C) ପାରମ୍ପରିକ
(D) ବ୍ୟବହାରଗତ
18. ମାନବ ପ୍ରାଣର ମିଳନପକ୍ଷେ ଏକମାତ୍ର ପନ୍ଥା କ’ଣ?
(A) ଭାଷାର ଏକତା
(B) ସଂସ୍କୃତିର ଏକତା
(C) ପ୍ରାଦେଶିକ ଏକତା
(D) ଚଳଣିଗତ ଏକତା
19. ଭାରତ ପକ୍ଷେ କେଉଁ ସମସ୍ୟା ଗୁରୁତର?
(A) ପ୍ରାଦେଶିକ ସମସ୍ୟା
(B) ଜାତିଗତ ସମସ୍ୟା
(C) ଜାତୀୟ ସମସ୍ୟା
(D) ସାମାଜିକ ସମସ୍ୟା