1. କାଠକୁ ଲୁହା କାଟେ । କାରଣ, _________________ ରୁ ଖଣ୍ଡେ ଲୁହା ପେଟରେ ପଶିଥାଏ ।
(A) କାଠ (ବେଣ୍ଟ ରୂପରେ)
(B) ଲୁହା
(C) ଷ୍ଟିଲ୍
(D) ପ୍ଲାଷ୍ଟିକ୍
2. ପଶ୍ଚିମରାଏ ନଥିବା ବେଳେ ତାଙ୍କ ଭୁଆସୁଣୀ ଝିଅବୋହୂଙ୍କୁ କିଏ ଆସି ଖଜଣା ମାଗୁଥିଲା ?
(A) ଫିରିଙ୍ଗୀମାନେ
(B) ପିଆଦା
(C) ଚପରାଶି
(D) ଚକରା
3. ଇଂରେଜମାନେ କାହାକୁ ଦି’ଫଡ଼ା କରି ଚିରି ଦେଇଥିଲେ ?
(A) ବକ୍ସିଙ୍କୁ
(B) ଦଳବେହେରାଙ୍କୁ
(C) ପଶ୍ଚିମରାଏଙ୍କୁ
(D) ଜୟୀ ରାଜଗୁରୁଙ୍କୁ
4. ଭେଣ୍ଡାମାନେ କେଉଁ ଗଛମୂଳେ ପହଞ୍ଚି ସିନ୍ଦୂର ଲଗେଇବାକୁ ନିର୍ଦ୍ଦେଶ ଦେଇଥିଲେ ?
(A) ଅଶ୍ୱତ୍ଥ ଗଛ
(B) ଆମ୍ବଗଛ
(C) କେନ୍ଦୁଗଛ
(D) ବାହୁତୀ ବରଗଛ
5. ଏକା ____________________ ରେ ବସିଛେ– ବୁଡ଼ିଲେ ସଭିଏଁ ବୁଡ଼ିବା ।
(A) ବୋଇତ
(B) ଜାହାଜ
(C) ଭେଳା
(D) ଗାଡ଼ି
6. __________________________ ଛଡ଼ା ଓଡ଼ିଆ ପୁଅର ମୁଣ୍ଡ ଆଉ କେଉଁଠି ନଇଁଯାଏ ନାହିଁ ।
(A) ଫିରିଙ୍ଗୀ ପା’ତଳ
(B) ଜଗନ୍ନାଥଙ୍କ ପା’ତଳ
(C) ବେପାରୀଙ୍କ ପା’ତଳ
(D) ପରଦେଶୀଙ୍କ ପା’ତଳ
7. ପାଣି ଭିତରେ ଘର କରି _______________ ସଙ୍ଗେ କି ବାଦ ?
(A) କୁମ୍ଭୀର
(B) ମଗର
(C) ତିମି
(D) ଜଳହସ୍ତୀ
8. ମାଣିତ୍ରୀ ଚକଡ଼ାରେ କାହାକୁ ସମସ୍ତେ ଦେବତା ପରି ମାନନ୍ତି ?
(A) ବକ୍ସିଙ୍କୁ
(B) ଦଳବେହେରାଙ୍କୁ
(C) ରାଜଗୁରୁଙ୍କୁ
(D) ପାଇକରାଏଙ୍କୁ
9. କେତେ ଖଣ୍ଡ ଶଗଡ଼ରେ ମୁଣ୍ଡିଆରୁ ପଥର ବୁହା ହେଉଥିଲା ?
(A) ୪୦ ଖଣ୍ଡ
(B) ୫୦ ଖଣ୍ଡ
(C) ୬୦ ଖଣ୍ଡ
(D) ୭୦ ଖଣ୍ଡ
10. ସିଂହ ପିଲା ମୁଁ, ମୋ ଛାଇକୁ ଧରିବା ________________ ପାଠ ।
(A) କଠିନ
(B) କଷ୍ଟକର
(C) ଅଛିଣ୍ଡା
(D) କାଠିକର
11. ମୁଁ ପଛେ ଚିରଦିନ ଗରିବ ହୋଇ ରହିବି – ମୋ ଜାତି ଗରିବ ନ ହେଉ – ଏକଥା କିଏ କହିଥିଲେ ?
(A) ନାଉରୀ
(B) ବନମାଳୀ
(C) ରଘୁ
(D) ଚକରା
12. କାଳୀଚରଣ ପଟ୍ଟନାୟକଙ୍କ ଦ୍ୱାରା ପ୍ରତିଷ୍ଠିତ ରଙ୍ଗମଞ୍ଚର ନାମ କ’ଣ ?
(A) ଓଡ଼ିଶା ଥିଏଟର୍ସ
(B) କଳାକୁଞ୍ଜ
(C) ଓଡ଼ିଶା ଅପେରା
(D) ନାଟ୍ୟମଞ୍ଚ
13. ଭାଗବତ ଘରେ କିଏ ବସି ପୁରାଣ ପଢୁଥିଲେ ?
(A) ପୁରୋହିତ
(B) ପୁରାଣପଣ୍ଡା
(C) ଜନୈକ ସନ୍ନ୍ୟାସୀ
(D) ଦଳବେହେରା
14. ସାତସମୁଦ୍ର ତେରନଈ ପାର ହୋଇ କେଉଁମାନେ ଆସି ଆମ ମୁଲକରେ କଂସାସୁର ସାଜିଛନ୍ତି ?
(A) ମୋଗଲମାନେ
(B) ଆଫଗାନମାନେ
(C) ଇଂରେଜମାନେ
(D) ମୁସଲମାନେ
15. ‘ଆମର ମୁଣ୍ଡ ତ ଆପଣ’– ଏକଥା ବନମାଳୀ କାହା ଉଦ୍ଦେଶ୍ୟରେ କହିଥିଲା ?
(A) ସାହେବଙ୍କ ଉଦ୍ଦେଶ୍ୟରେ
(B) ପୁରାଣପଣ୍ଡାଙ୍କ ଉଦ୍ଦେଶ୍ୟରେ
(C) ସୁବେଦାରଙ୍କ ଉଦ୍ଦେଶ୍ୟରେ
(D) ଦଳବେହେରାଙ୍କ ଉଦ୍ଦେଶ୍ୟରେ
16. କେଉଁମାନେ ଦାନ୍ତରେ ତିରଣ ଧରି ଶରଣ ପଶିଲେ ?
(A) ସାଆନ୍ତ ରାଜାମାନେ
(B) ସୈନ୍ୟମାନେ
(C) ପାଇକମାନେ
(D) ବଡ଼ମାନେ
17. ଗଡ଼ ପାଇକପୁଅଙ୍କ ଛାଇ ପଡ଼ିଲେ କିଏ ବାଟ ଛାଡ଼ି ଦେଉଥିଲା ?
(A) ଷଣ୍ଢ
(B) ଗର୍ଭିଣୀ ଗାଈ
(C) ବାଘ
(D) ସିଂହ
18. ଆମେ ରାଣ୍ଡ ଛେଉଣ୍ଡ ଗାଁ ମାଇପେ ମହତ ଘେନି ରହିବୁ ନା କୂଅପୋଖରୀ ଖୋଜିବୁ ? ଏକଥା କିଏ କହିଛନ୍ତି?
(A) ସ୍ତ୍ରୀଲୋକମାନେ
(B) ରତନୀ
(C) ଜଣେ ବୁଢ଼ୀ
(D) କେତକୀ
19. ଫିରିଙ୍ଗୀମାନେ କାହାକୁ ଘୋଡ଼ା କୋରଡ଼ାରେ ବାଡ଼େଇଥିଲେ ?
(A) ବୁଢ଼ୀକୁ
(B) କେତକୀକୁ
(C) ରତନୀକୁ
(D) ବୁଢ଼ୀର ନାତୁଣୀକୁ
20. ଏ ମୁଣ୍ଡକୁ ପାଣି ଛଡ଼େଇଲି – ଏକଥା କିଏ କହିଥିଲେ ?
(A) ଦଳବେହେରା
(B) ବନମାଳୀ
(C) ରଘୁନାଥ
(D) ସମସ୍ତେ