Laxmi Ra Abhisara MCQs

1. ଲେଖକ ମନୋଜ ଦାସ କେଉଁ ଜିଲ୍ଲାରେ ଜନ୍ମ ହୋଇଥିଲେ?

(A) ବାଲେଶ୍ୱର
(B) କଟକ
(C) କେନ୍ଦ୍ରାପଡ଼ା
(D) ପୁରୀ

Answer: (A) ବାଲେଶ୍ୱର (ସୂଚନା: ସେ ବାଲେଶ୍ୱର ଜିଲ୍ଲାର ଶଙ୍ଖାରୀ ଗାଁରେ ଜନ୍ମଗ୍ରହଣ କରିଥିଲେ)

2. ଝିଅଟି ବାପା ପାଇଁ ଭଗବାନ୍‌ଙ୍କୁ କ’ଣ ମାଗିଲା?

(A) ସୁନା
(B) ଜମିବାଡ଼ି
(C) ରୂପା
(D) ଟଙ୍କା

Answer: (D) ଟଙ୍କା

3. ଝିଅଟି ବାପାଙ୍କୁ କ’ଣ ମାଗିଥିଲା?

(A) ଟଙ୍କା
(B) କଣ୍ଢେଇ
(C) ଚାବି
(D) ଫ୍ରକ୍

Answer: (D) ଫ୍ରକ୍

4. ଲକ୍ଷ୍ମୀ ଭଗବାନ୍‌ଙ୍କୁ କ’ଣ ଖାଇବାକୁ ବାରଣ କଲା?

(A) ଆମ୍ବ
(B) କଦଳୀ
(C) ପଣସ
(D) ନଡ଼ିଆ

Answer: (B) କଦଳୀ

5. ଲକ୍ଷ୍ମୀ ପଣ୍ଡିତଙ୍କୁ ଆଗରେ ଦେଖି କୁଆଡ଼କୁ ଗଲା?

(A) ନଦୀ
(B) ନାଳ
(C) ପୋଖରୀ
(D) ହ୍ରଦ

Answer: (C) ପୋଖରୀ

6. ବାପା ବିଚରା କେଡ଼େ __________________ ନ ହେଲା।

(A) ବ୍ୟସ୍ତ
(B) ବିବ୍ରତ
(C) ଛଟପଟ
(D) ଅଶ୍ୱସ୍ତି

Answer: (C) ଛଟପଟ

7. ବାପାକୁ ଆଉ ମୋତେ ତୁମେ ଟିକିଏ ____________ କରିଦିଅ।

(A) ସାହସୀ
(B) ବୁଦ୍ଧିମାନ
(C) ବୋକା
(D) ଭୟାଳୁ

Answer: (A) ସାହସୀ

8. ଆଜି ମୁଁ ତାକୁ ଜରୁର୍ ______________ କିଣିଦେବି।

(A) ବହି
(B) କଣ୍ଢେଇ
(C) କଲମ
(D) ଫ୍ରକ୍

Answer: (D) ଫ୍ରକ୍

9. ହଠାତ୍ ଏକ ପ୍ରଚଣ୍ଡ କଣ୍ଠ ତାକୁ _________________ କଲା।

(A) ହତଚକିତ
(B) ଠାର
(C) ଭ୍ରମିତ
(D) ଆଶ୍ୱସ୍ତ

Answer: (A) ହତଚକିତ

10. ଲକ୍ଷ୍ମୀ _____________________ ଭିତରେ ଛିଡ଼ା ହୋଇଛି।

(A) ନଦୀ
(B) ନାଳ
(C) ପୋଖରୀ
(D) ହ୍ରଦ

Answer: (C) ପୋଖରୀ