1. ମଧୁସୂଦନ ରାଓ କେଉଁ ଧର୍ମ ଗ୍ରହଣ କରିଥିଲେ?
(A) ଖ୍ରୀଷ୍ଟଧର୍ମ
(B) ଇସଲାମଧର୍ମ
(C) ବ୍ରାହ୍ମଧର୍ମ
(D) ଶିଖ୍ମ
2. କବି ମଧୁସୂଦନଙ୍କର କବିତାରେ ମୁଖ୍ୟତଃ କେଉଁ ଭାବଧାରା ପ୍ରତିଫଳିତ ହୁଏ?
(A) ବୈଦିକ
(B) ବ୍ରାହ୍ମଣ୍ୟ
(C) ଶାକ୍ତ
(D) ଉପନିଷଦୀୟ
3. ‘ପଦ୍ମ’ କବିତାଟି କବିଙ୍କ ରଚିତ କେଉଁ ପୁସ୍ତକରୁ ସଂଗୃହୀତ?
(A) କବିତାବଳୀ
(B) ଛାନ୍ଦମାଳା
(C) କୁସୁମାଞ୍ଜଳି
(D) ବସନ୍ତଗାଥା
4. ‘ପଦ୍ମ’ କବିତାଟିରେ ସୌନ୍ଦର୍ଯ୍ୟବୋଧ ସହିତ ଆଉ କ’ଣ ସମ୍ମିଶ୍ରିତ ହୋଇ ରହିଛି?
(A) ଜୀବନବାଦ
(B) ଈଶ୍ବର ଭକ୍ତି
(C) ଈଶ୍ବରାନୁଭୂତି
(D) ରହସ୍ୟବାଦୀ ଚିନ୍ତାଧାରା
5. କବି କୋଟି ଲାବଣ୍ୟନିଧୁ ବୋଲି କାହାକୁ ସମ୍ବୋଧନ କରିଛନ୍ତି?
(A) କୁମୁଦକୁ
(B) ପଦ୍ମକୁ
(C) ନିଜକୁ
(D) ସୂର୍ଯ୍ୟଙ୍କୁ
6. ସରସୀର ଜଳ କେଉଁ ବର୍ଣ୍ଣ ଧାରଣ କରିଛି?
(A) ସୁଶ୍ୟାମଳ
(B) ସୁନୀଳ
(C) ସୁ-ଧବଳ
(D) ସୁ-ଲାଲ
7. ଶ୍ୟାମଳ ରଙ୍ଗ କିଏ ଧାରଣ କରି ଢଳଢଳ ହେଉଛି?
(A) ପୋଖରୀ ଜଳ
(B) ପଦ୍ମପତ୍ର
(C) ପଦ୍ମପାଖୁଡ଼ା
(D) ପଦ୍ମନାଡ଼
8. ସୂର୍ଯ୍ୟ ପଦ୍ମ ମୁଖରେ କ’ଣ ଢାଳନ୍ତି?
(A) ଅମୃତ
(B) ପୀୟୂଷ
(C) ଜ୍ଯୋତିଧାରା
(D) ଶ୍ରଦ୍ଧାସ୍ନେହ
9. ସୂର୍ଯ୍ୟ ପଦ୍ମର କେଉଁଠି ଜ୍ୟୋତିଧାରା ଢାଳିଥାନ୍ତି?
(A) ଦେହରେ
(B) ପାଖୁଡ଼ାରେ
(C) ମୁଖରେ
(D) କେଶରରେ
10. କବି କାହାକୁ ପୀୟୂଷ ସହିତ ତୁଳନା କରିଛନ୍ତି?
(A) ଶୁଭ୍ର ଜ୍ୟୋତିଧାରା
(B) ଶୁଭ୍ର ଆଲୋକ
(C) ଶୁଭ୍ର ରଶ୍ମି
(D) ଶୁଭ୍ର ଦୀପ୍ତି
11. ପଦ୍ମ ହସହସ ବଦନରେ କାହାକୁ ଅନାଇ ରହିଥାଏ?
(A) ନିଶାକରଙ୍କୁ
(B) ହିମାକରଙ୍କୁ
(C) କ୍ଷମାକରଙ୍କୁ
(D) ଦିବାକରଙ୍କୁ
12. ଦିବାକର ପଦ୍ମମୁଖରେ ଅବିରତ କ’ଣ ଢାଳୁଥାନ୍ତି?
(A) ଅମୃତଧାରା
(B) ସୁଧାଧାରା
(C) ଜଳଧାରା
(D) ଜ୍ଯୋତିଧାରା
13. ପଦ୍ମର ହୃଦୟରେ କ’ଣ ପରିପୂର୍ଣ୍ଣ ହୋଇ ରହିଛି?
(A) ବଚନାମୃତ
(B) କଥାମୃତ
(C) ମକରନ୍ଦାମୃତ
(D) ଅମୃତ
14. କେଉଁମାନେ ମଧୁପାନରେ ପ୍ରମତ୍ତ ହୁଅନ୍ତି?
(A) ମଧୁପଦଳ
(B) ମକ୍ଷିକାଦଳ
(C) ମଶକଦଳ
(D) ମୂଷିକଦଳ
15. ପଦ୍ମର ଶୁଭ୍ରତନୁ କେଉଁ ରଙ୍ଗରେ ରଙ୍ଗିତ ହୋଇଛି?
(A) ଶ୍ଵେତହରିତ
(B) ହରିତନୀଳ
(C) ଶ୍ଵେତଲୋହିତ
(D) ନୀଳଲୋହିତ
16. କବି ପଦ୍ମକୁ କାହାର ଉପମାସ୍ଥଳ ବୋଲି ବର୍ଣ୍ଣନା କରିଛନ୍ତି?
(A) ଭକ୍ତର
(B) ପ୍ରେମିକର
(C) ସୌନ୍ଦର୍ଯ୍ୟର
(D) ସର୍ବଶୋଭାର
17. କବି ଭକ୍ତ ଓ ପ୍ରେମିକର ସମ୍ବଳ ବୋଲି କାହାକୁ ହୋଇଛି?
(A) ଈଶ୍ବରଙ୍କୁ
(B) ପଦ୍ମକୁ
(C) ସୂର୍ଯ୍ୟଙ୍କୁ
(D) ପୀୟୂଷକୁ
18. ପଦ୍ମର ଅନ୍ତରରେ କେଉଁ ପବିତ୍ର ରସ ପରିପୂର୍ଣ୍ଣ ହୋଇଛି?
(A) ଦୟା, କ୍ଷମା
(B) ସ୍ନେହ, କରୁଣା, ଭକ୍ତି
(C) ଭକ୍ତି ଓ ପ୍ରୀତି
(D) ସତ୍ୟ ଓ ଅହିଂସା
19. ପଦ୍ମର ସନ୍ଦର୍ଶନରେ ମନ କେଉଁ ରସରେ ମଗ୍ନ ହୋଇଯାଏ?
(A) ଭକ୍ତି ରସରେ
(B) ଷଡ଼ ରସରେ
(C) ନବ ରସରେ
(D) ବିମଳ ପ୍ରେମ ରସରେ
20. କବି ପଦ୍ମକୁ ସର୍ବଶୋଭାର କ’ଣ ବୋଲି ବର୍ଣ୍ଣନା କରିଛନ୍ତି?
(A) ସଦ୍ଗ
(B) ବିହ୍ନ
(C) ଘର୍ମ
(D) ଉତ୍ସ