1. କେଉଁ ଶବ୍ଦ ବନ୍ଧୁକର ଗୁଳି ପରି ରାୟବାହାଦୁରଙ୍କର ପ୍ରତ୍ୟେକ ଜୀର୍ଣ୍ଣ ଅସ୍ଥିକୁ ଚୂର୍ଣ୍ଣ କରିଦେଉଥିଲା?
(A) ବନ୍ଧୁକ ଫୁଟିବା ଶବ୍ଦ
(B) ଜୟଧ୍ୱନିର ଶବ୍ଦ
(C) ଗଣ୍ଡଗୋଳର ଶବ୍ଦ
(D) କୋଳାହଳର ଶବ୍ଦ
2. ଜୟଧ୍ୱନି କରି ଚାଲିଥିବା ବିରାଟ ପଟୁଆର ହାତରେ କ’ଣ ଧରିଥିଲା?
(A) ସ୍ୱାଧୀନ ଭାରତର ତ୍ରିରଙ୍ଗା
(B) ଲାଠି
(C) ବୋମା
(D) ବିଦ୍ରୋହର ଧ୍ୱଜା
3. ପଟୁଆରର ଅଗ୍ରଣୀ କିଏ ଥିଲେ?
(A) ପୁତ୍ର ବିଜୟ
(B) ନାତି ବିଜୟ
(C) ପୁତ୍ର ଅରୁଣ
(D) ପତ୍ନୀ ହେମମାଳା
4. ରାୟବାହାଦୁର ତକିଆ ତଳୁ କ’ଣ ବାହାର କଲେ?
(A) ଟଙ୍କା
(B) ବନ୍ଧୁକ
(C) ଛୁରିକା
(D) ଚାବିଲେନ୍ଥା
5. ରାୟବାହାଦୁର ଡ୍ରୟାର ଭିତରୁ କ’ଣ ବାହାର କଲେ?
(A) ବନ୍ଧୁକ
(B) ଅରୁଣର ଫଟୋଗ୍ରାଫ୍
(C) କିଛି ଟଙ୍କା
(D) ଚିଠି
6. କାହା କଣ୍ଠର ଓଁ ଓଁ ସ୍ୱରରେ ରାତ୍ରିର ନୀରବ ମୁହୂର୍ତ୍ତଗୁଡ଼ିକ ଅନୁରଣିତ ହୋଇଉଠେ?
(A) ପେଚାର
(B) ଅଶରୀରୀର
(C) ଝିଙ୍କାରିର
(D) ବେଙ୍ଗର
7. ରାୟବାହାଦୁରଙ୍କ ପୁତ୍ରବଧୂଙ୍କ ନାମ କ’ଣ?
(A) ହେମମାଳା
(B) ଅପର୍ଣ୍ଣା
(C) ବିମଳା
(D) କମଳା
8. ସହରର ଥାନା କଚେରୀ ଆକ୍ରମଣ କରିବାକୁ ଆସୁଥିବା ବିରାଟ ଜନତାକୁ ସାଫ୍ କରିବାର ଦାୟିତ୍ୱ ପୋଲିସ ସାହେବ କାହାକୁ ଦେଇଥିଲେ?
(A) ଅରୁଣକୁ
(B) ବିଜୟକୁ
(C) ପୋଲିସ୍ମାନଙ୍କୁ
(D) ରାୟବାହାଦୁରଙ୍କୁ
9. ବନ୍ଧୁକର କେଉଁ ସ୍ଥାନରେ ଖରା ପଡ଼ି ଚକ୍ ଚକ୍ କରୁଥାଏ?
(A) ଟ୍ରିଗାରରେ
(B) ମୂଳରେ
(C) ଉପରେ
(D) ବାୟୋନେଟ୍ରେ
10. ଜନତା କ’ଣ କହି କୁହାଟୁଥାଏ?
(A) ସ୍ୱାଧୀନ ଭାରତ କୀ ଜୟ
(B) ବନ୍ଦେ ମାତରମ୍
(C) ସ୍ୱାଧୀନତା ଆମର ଦାବି
(D) ଭାରତ ଛାଡ଼
11. ‘ପତାକା ଉତ୍ତୋଳନ’ ଗଳ୍ପର ରଚୟିତା କିଏ?
(A) ଲକ୍ଷ୍ମୀକାନ୍ତ ମହାପାତ୍ର
(B) ସୁରେନ୍ଦ୍ର ମହାନ୍ତି
(C) ପ୍ରତିଭା ରାୟ
(D) ଗୋଦାବରୀଶ ମହାପାତ୍ର
12. ସୋମନାଥ ମହାପାତ୍ର ଇଂରେଜ ସରକାରଙ୍କ ପାଖରୁ କି ଉପାଧି ପାଇଥିଲେ?
(A) ପଦ୍ମଶ୍ରୀ
(B) ପରମବୀର
(C) ରାୟବାହାଦୂର
(D) ବୀରବାହାଦୂର
13. ରାତି କେତେଟା ପାଖାପାଖି ରାୟବାହାଦୂରଙ୍କ ଛାଇନିଦ ଭାଙ୍ଗିଗଲା?
(A) ବାରଟା
(B) ଗୋଟାଏ
(C) ଏଗାରଟା
(D) ଦଶଟା
14. ରାତ୍ରିର ଶାନ୍ତ ନୀରବ ମୁହୂର୍ତ୍ତ କାହିଁକି କ୍ଷୁବ୍ଧ ଓ ଚଞ୍ଚଳ ହୋଇ ଉଠିଲା?
(A) ସ୍ୱାଧୀନ ଭାରତର ଜୟଧ୍ୱନିରେ
(B) ତୋପଧ୍ୱନିରେ
(C) ବନ୍ଧୁକ ଶବ୍ଦରେ
(D) କୋଳାହଳରେ
15. ସୋମନାଥଙ୍କୁ କାହିଁକି ସନନ୍ଦ ପ୍ରଦାନ କରାଯାଇଥିଲା?
(A) ନିଜର ପାଣ୍ଡିତ୍ୟ ଯୋଗୁଁ
(B) ବ୍ରିଟିଶ ସିଂହାସନ ପ୍ରତି ଅନୁରକ୍ତି ପାଇଁ
(C) ବୀରତ୍ୱ ପାଇଁ
(D) ଅତୁଳନୀୟ ବୃଦ୍ଧି ପାଇଁ
16. ସୋମନାଥ ମହାପାତ୍ର ପ୍ରଥମେ ପୁଲିସ୍ ବିଭାଗରେ କେଉଁ ପଦବୀରେ ଅବସ୍ଥାପିତ ଥିଲେ?
(A) ସବ୍ଇନିସ୍ପେକ୍ଟର
(B) କନେଷ୍ଟବଲ୍
(C) ହାବିଲ୍ଦାର
(D) ସିପାହୀ
17. ଅରୁଣ ଘର ଛାଡ଼ିଲେ କାହିଁକି?
(A) ତ୍ୟଜ୍ୟପୁତ୍ର ହୋଇଥିବାରୁ
(B) ବିଦେଶରେ ପଢ଼ିବାକୁ
(C) ବନ୍ଧୁଙ୍କୁ ଭେଟିବା ପାଇଁ
(D) ଚାକିରି ପାଇଁ
18. ରାତ୍ରିର ଶାନ୍ତ ନୀରବ ମୁହୂର୍ତ୍ତ କେଉଁ ଧ୍ୱନି ଭିତରେ କ୍ଷୁବ୍ଧ ଓ ଚଞ୍ଚଳ ହୋଇଉଠିଥିଲା?
(A) ଜୟ ସ୍ୱାଧୀନ ଭାରତ କୀ ଜୟ
(B) ଭାରତ ମାତା କୀ ଜୟ
(C) ବ୍ରିଟିଶ୍ ଶାସକ କୀ ଜୟ
(D) ସତ୍ୟ କୀ ଜୟ
19. କିଏ ବିଛଣା ଛାଡ଼ି ଉଠିଲେ?
(A) ହେମମାଳା
(B) ବିଜୟ
(C) ଅରୁଣ
(D) ରାୟବାହାଦୁର
20. ଝରକା କବାଟ ବନ୍ଦ କରି କାହାକୁ ରୁଦ୍ଧ କରିହୁଏ ନାହିଁ?
(A) ଗଣ୍ଡଗୋଳକୁ
(B) କୋଳାହଳକୁ
(C) କଳହକୁ
(D) ମରାମରିକୁ
21. ‘ଏ ଦେଶ ଆମର । ବ୍ରିଟିଶ୍ ଗୋଲାମ ପାଇଁ ସ୍ଥାନ ଏଠି ନାହିଁ’– ଏକଥା କିଏ କହିଥିଲେ?
(A) ଅରୁଣ
(B) 비ଜୟ
(C) ହେମମାଳା
(D) ଅପର୍ଣ୍ଣା
22. ‘ମୁଁ ଏଥର ଶାନ୍ତିରେ ମରିପାରିବି’– ଏକଥା କିଏ କହିଥିଲେ?
(A) ବିଜୟ
(B) ଅରୁଣ
(C) ହେମମାଳ
(D) ରାୟବାହାଦୁର
23. ଶଙ୍ଖ, ଘଣ୍ଟା, ହୁଳହୁଳି ଓ ତୋପର ମିଳିତ ଧ୍ୱନିରେ କାହାର ଛାଇ ନିଦ ଭାଙ୍ଗିଗଲା?
(A) ବିଜୟର
(B) ହେମମାଳାଙ୍କର
(C) ଅରୁଣର
(D) ରାୟବାହାଦୁରଙ୍କର
24. ରାୟବାହାଦୁର ଆଖି ମଳିମଳି କେଉଁଠାରେ ଉଠି ବସିଲେ?
(A) ଚେୟାରରେ
(B) ବାରଣ୍ଡାରେ
(C) 비ଛଣାରେ
(D) ବାଲ୍କୋନିରେ
25. କେଉଁଟି ଥିଲା ରାୟବାହାଦୁରଙ୍କର ଏକାନ୍ତ ନିଜସ୍ୱ?
(A) ବନ୍ଧୁକଟି
(B) ସନନ୍ଦଟି
(C) ଚାବିଟି
(D) ଡ୍ରୟାର ଚେଷ୍ଟଟି
26. ଅରୁଣର ଫଟୋଟି କେଉଁଥିରେ ଅତି ଯତ୍ନରେ ଥିଲା?
(A) ଗୋଟିଏ ଭେଲ୍ଭେଟ୍ ବାକ୍ସରେ
(B) ଗୋଟିଏ କାଠବାକ୍ସରେ
(C) ଟିଣବାକ୍ସରେ
(D) ଆଲମାରୀରେ
27. ଫଟୋରେ ଅରୁଣ କେଉଁ ପୋଷାକ ପରିଧାନ କରିଥିଲା?
(A) ସୈନିକର
(B) ସତ୍ୟାଗ୍ରହୀର
(C) ଜମିଦାରଙ୍କର
(D) ଯୁବକର