Prakruta Bandhu MCQs

1. ‘ପ୍ରକୃତ ବନ୍ଧୁ’ ପ୍ରବନ୍ଧର ରଚୟିତା କିଏ?

(A) ଗୋପାଳଚନ୍ଦ୍ର ଛୋଟରାୟ
(B) ଗୋପାଳଚନ୍ଦ୍ର ପ୍ରହରାଜ
(C) ଗୋପାଳଚନ୍ଦ୍ର ଘୋଷ
(D) ଗୋପାଳଚନ୍ଦ୍ର ମିଶ୍ର

Answer: (B) ଗୋପାଳଚନ୍ଦ୍ର ପ୍ରହରାଜ

2. ଗୋପାଳଚନ୍ଦ୍ର ପ୍ରହରାଜ ଓଡ଼ିଆ ସାହିତ୍ୟରେ କେଉଁ ଭାବରେ ପ୍ରସିଦ୍ଧ ଥିଲେ?

(A) ଔପନ୍ୟାସିକ
(B) ଗାଳ୍ପିକ
(C) ସଂଗ୍ରାହକ
(D) ରମ୍ୟରଚକ

Answer: (D) ରମ୍ୟରଚକ

3. ଲେଖକ ଗୋପାଳଚନ୍ଦ୍ର ପ୍ରହରାଜ ଠେକିକରି କ’ଣ କରିନାହାନ୍ତି?

(A) ହେଜି ନାହାନ୍ତି
(B) ଶିଖି ନାହାନ୍ତି
(C) ଚେତି ନାହାନ୍ତି
(D) ଚିନ୍ତି ନାହାନ୍ତି

Answer: (B) ଶିଖି ନାହାନ୍ତି

4. ବହୁ ସହସ୍ର ବ୍ୟକ୍ତିଙ୍କ ସହିତ ଲେଖକଙ୍କର କିପରି ଆଳାପ ପରିଚୟ ହୋଇଛି?

(A) ପାଞ୍ଚପଦୀନ
(B) ଦ୍ୱିପଦୀନ
(C) ସାପ୍ତପଦୀନ
(D) ଅଷ୍ଟପଦୀନ

Answer: (C) ସାପ୍ତପଦୀନ

5. ହତଭାଗାର ଦିନ କିପରି ସରେ ନାହିଁ?

(A) ହସୁହସୁ
(B) କାନ୍ଦୁକାନ୍ଦୁ
(C) ଲେଖୁ ଲେଖୁ
(D) ଦେଖୁ ଦେଖୁ

Answer: (B) କାନ୍ଦୁକାନ୍ଦୁ

6. ସଂସାରରେ ଅଧିକାଂଶ ବନ୍ଧୁତା କିପରି?

(A) ନାମର ପିଆରା
(B) ଧନର ପିଆରା
(C) କାମର ପିଆରା
(D) ଛଳନାର ପିଆରା

Answer: (C) କାମର ପିଆରା

7. କାମ ହାସଲ କରିସାରି ଲେଖକଙ୍କ ବନ୍ଧୁମାନେ କାହାକୁ ଅନୁସରଣ କଲେ?

(A) ଲେଖକଙ୍କୁ
(B) ନିଜନିଜକୁ
(C) ଲେଖକଙ୍କ ବିପକ୍ଷକୁ
(D) ମହାତ୍ମାମାନଙ୍କୁ

Answer: (C) ଲେଖକଙ୍କ ବିପକ୍ଷକୁ

8. ଉପକାରୀଠାରୁ ପ୍ରତିବଦଳରେ କ’ଣ ଧର୍ମତଃ ପ୍ରାପ୍ୟ ଅଟେ?

(A) ପାଉଣା
(B) କୃତଜ୍ଞତା
(C) ପ୍ରତ୍ଯୁପକାର
(D) ପ୍ରତ୍ୟୁପକାର ବା କୃତଜ୍ଞତା

Answer: (D) ପ୍ରତ୍ୟୁପକାର ବା କୃତଜ୍ଞତା

9. ଫଳ ଆଶା ରଖି ପରୋପକାର ବା ବନ୍ଧୁତା କଲେ କ’ଣ ପାଇବ?

(A) ଦଣ୍ଡ
(B) ଧୋକ୍କା
(C) ଚିଆଁ
(D) ପ୍ରତିହିଂସା

Answer: (C) ଚିଆଁ

10. ଭଗବାନ୍‌ଙ୍କୁ କେଉଁ ନାମ ଦିଆଯାଇଛି?

(A) ବ୍ରଜବନ୍ଧୁ
(B) ଦୀନବନ୍ଧୁ
(C) ହରିବନ୍ଧୁ
(D) ଦୁଃଖୀବନ୍ଧୁ

Answer: (B) ଦୀନବନ୍ଧୁ

11. ‘ପୂର୍ଣ୍ଣଚନ୍ଦ୍ର ଭାଷାକୋଷ’ର ରଚୟିତା କିଏ?

(A) ଗୋପାଳ ଚନ୍ଦ୍ର ପ୍ରହରାଜ
(B) ଦୀନକୃଷ୍ଣ ଦାସ
(C) ଗୋପବନ୍ଧୁ ଦାସ
(D) ଗୋଲୋକବିହାରୀ ଧଳ

Answer: (A) ଗୋପାଳ ଚନ୍ଦ୍ର ପ୍ରହରାଜ

12. ପ୍ରାବନ୍ଧିକଙ୍କ ଜୀବନର ପ୍ରଥମ ଦଶ ବର୍ଷ କେଉଁ ଅବସ୍ଥାରେ ବିତିଥିଲା?

(A) କିଶୋର ଅବସ୍ଥାରେ
(B) ଅଣହେଜ ଅବସ୍ଥାରେ
(C) ଯୁବକାବସ୍ଥାରେ
(D) ବୃଦ୍ଧାବସ୍ଥାରେ

Answer: (B) ଅଣହେଜ ଅବସ୍ଥାରେ

13. ବହୁ ସହସ୍ର ବ୍ୟକ୍ତିଙ୍କ ସଙ୍ଗେ ପ୍ରାବନ୍ଧିକଙ୍କର କେଉଁ ଆଳାପ ପରିଚୟ ହୋଇଅଛି?

(A) ଏକପଦୀନ
(B) ବହୁପଦୀନ
(C) ପଞ୍ଚପଦୀନ
(D) ସାପ୍ତପଦୀନ

Answer: (D) ସାପ୍ତପଦୀନ

14. ପ୍ରାବନ୍ଧିକଙ୍କର କେଉଁ ପ୍ରବନ୍ଧରୁ ‘ପ୍ରକୃତ ବନ୍ଧୁ’ ବିଷୟଟି ଆସିଅଛି?

(A) ନନାଙ୍କ ବସ୍ତାନି
(B) ବାଈମହାନ୍ତି ପାଞ୍ଜି
(C) ଦୁନିଆ ରୀତି ଏ
(D) ଦୁନିଆର ହାଲଚାଲ

Answer: (C) ଦୁନିଆ ରୀତି ଏ

15. ପ୍ରକୃତ ମିତ୍ର ମିତ୍ରଙ୍କୁ କେଉଁଥିରୁ ନିବୃତ୍ତ କରାନ୍ତି?

(A) ପାପ
(B) କାର୍ଯ୍ୟ
(C) କୁସଙ୍ଗ
(D) ସ୍ୱାର୍ଥସାଧନ

Answer: (A) ପାପ

16. ପ୍ରକୃତ ମିତ୍ର ସର୍ବଦା ମିତ୍ରର କେଉଁଥରେ ରତ ହୋଇଥା’ନ୍ତି?

(A) ସ୍ୱାର୍ଥ ସିଦ୍ଧି
(B) କାମନା ପ୍ରାପ୍ତି
(C) ହିତ ସାଧନ
(D) ଅହିତ ସାଧନ

Answer: (C) ହିତ ସାଧନ

17. ପ୍ରକୃତ ମିତ୍ର ମିତ୍ରଙ୍କର କେଉଁ ବିଷୟମାନ ଗୋପନ ରଖନ୍ତି?

(A) ବଦଭ୍ୟାସ
(B) ଗୋପନୀୟ
(C) କାର୍ଯ୍ୟସମୂହ
(D) ପ୍ରଶଂସା

Answer: (B) ଗୋପନୀୟ

18. ପ୍ରକୃତ ମିତ୍ର ମିତ୍ରଙ୍କର କେଉଁ ଗୁଣକୁ ପ୍ରକଟିତ କରନ୍ତି?

(A) ବଦ୍‌ଗୁଣକୁ
(B) ସଦ୍‌ଗୁଣକୁ
(C) ଦୁର୍ଗୁଣକୁ
(D) ଅପ୍ରକଟିତ ଗୁଣଗୁଡ଼ିକୁ

Answer: (D) ଅପ୍ରକଟିତ ଗୁଣଗୁଡ଼ିକୁ

19. ପ୍ରକୃତ ମିତ୍ର ମିତ୍ରଙ୍କର କେଉଁ ସମୟରେ ତାଙ୍କ ପାଖେ ପାଖେ ରହନ୍ତି?

(A) ସଂପଦ
(B) ବିପଦ
(C) ସୁଖ
(D) ଯେକୌଣସି

Answer: (C) ସୁଖ

20. ପ୍ରକୃତ ମିତ୍ର ମିତ୍ରଙ୍କର କେଉଁ ସମୟରେ ପାଖରେ ରହିବାକୁ ଆଗ୍ରହାନ୍ବିତ ହୁଅନ୍ତି ନାହିଁ?

(A) ବିପଦ
(B) ଯେକୌଣସି ସମୟରେ
(C) ସଂପଦ
(D) ଦୁଃଖ

Answer: (B) ଯେକୌଣସି ସମୟରେ

21. ଲେଖକଙ୍କଠାରୁ ବନ୍ଧୁମାନେ କେତେବେଳେ ଦୂରେଇ ଗଲେ?

(A) ଚାକିରି ଗଲାପରେ
(B) ଆଇନ ବ୍ୟବସାୟ କଲାପରେ
(C) ଧନ, ପ୍ରତିପରି ଓ ପଦବୀ ହରାଇଲା ପରେ
(D) ସହରରେ ରହିଲାପରେ

Answer: (C) ଧନ, ପ୍ରତିପରି ଓ ପଦବୀ ହରାଇଲା ପରେ

22. କେଉଁ ବନ୍ଧୁ ପ୍ରକୃତ ବନ୍ଧୁ ପଦବାଚ୍ୟ?

(A) ଅଫଳପେପ୍‌ସୁ
(B) ଧର୍ମବନ୍ଧୁ
(C) ସଗୋତ୍ର ବନ୍ଧୁ
(D) ସାକୁଲ୍ୟ ବନ୍ଧୁ

Answer: (A) ଅଫଳପେପ୍‌ସୁ